Your channel viewers will see links here, including "subscribe" and "add as friend".
Profile
Name
Rahul Naik
Description
Badasilinga .Baisipali
Subscribers
14
Subscriptions
Recent Activity
|
Rahul Naik
Kiya ake adventure reality move hona chahiye .move name (Mani/ମଣି ) ph no 8926059036
Vote on a poll:
Film script name (mani/ମଣି ) Yes No
|
||
|
Rahul Naik
It is very nice 👍
|
||
|
Rahul Naik
ଉଊ ସାଙ୍ଗ
ଦୁନିଆରେ ଭଲ ସାଙ୍ଗ ମିଳିବା କଷ୍ଟନୁହେ।ା କିନ୍ତୁ ଯିଏ
ଭୁଲରାସ୍ତାରେ ଗଲାଣି ତାକୁ ଉତ୍ତମ ମାର୍ଗ କୁ ଆଣିବା
ବହୁତ କଷ୍ଟ ।କିନ୍ତୁ ଯେଉଁ ଘରର ବାପା ଓ ବଉ ଉତ୍ତମ
ମାନର ହୋଇଥାନ୍ତି ସେହି ଘରର ପିଲାମାନେ ଯଦିଓ
ଖରାପ ମାର୍ଗରେ ଗଲାଣି ତାହାକୁ ଥରୁଟେ କଟୁ ଭାଷା
କହିଦେଲେ ସେ ତାର ଭୁଲ ବୁଝିପାରି ଉତ୍ତମ ମାର୍ଗ କୁ
ଚାଲିଆସିଥାଏ ।କିନ୍ତୁ ଯାହାର ବାପା ଓ ବଉ ଙ୍କର ଧନ
ସମ୍ପନ୍ତି ଅଛି। ହେଲେ ବୁଝିବାର ମନ କି ହୃଦୟ ସାର୍ମଥ ନଥାଏ ।ସେମାନଙ୍କର ପିଲାମାନେ ଯଦି ସ୍କୁୁଲ କୁ ପାଠ ପଢି ଆସିଥିନ୍ତି। ଗରିବ ପିଲା ମାନଙ୍କୁ ଅତି
ନିମ୍ନ ମାନର ଦେଖି ବହୁତ ହଇରାଣ କରିଥାଆନ୍ତି।
ସେ ବାପା ମା ର ଶିକ୍ଷା କୁ ପାଳନ କରି ସେଠି କିଛୀ
କହି ନଥାଏ।ଆଉ ଜଦି ବଢ ଲୋକ ହୋଇଥାଏ। ଆଉ ତମେ ତାକୁ ଅଜାଣନ୍ତରେ କିଛି ଭୁଲ କରିଦେଉଛ
ତାହାହେଲେ ସେ ତମକୁ ବହୁତ ଗାଳି କରିଥାଏ ।
ଆରେ ଛେଟଲୋକ ତୁମର ସାହସ ତ କମ ନୁହେଁ
ତୁ ଆସି ମୋ ଉପରେ ପଢିଗଲୁ କହି ବିଧା ଗୁଇଁଠା
ମାରିଥାଏ ।ତମ ମୁଣ୍ଡ ଆମ ପାଦତଳେ ଏମିତି କହିଥାନ୍ତି । ଏହିପରି ଲୋକ ମଧ୍ୟ ରୁ ସାଙ୍ଗ ତାଭିତରୁ
ଜଣେ ହୋଇଥାଏ ।ସେ ତୁମର ମନ କୁ ନୁହେ କେବଳ ଅର୍ଥ କୁ ଦେଖୁଥାଏ ସେ ସାଙ୍ଗ ସାଙ୍ଗ ନୁହେ
ବିଶ୍ବାସ ଘାତକ ହୋଇଥାଏ। ପ୍ରକୃତ ସାଙ୍ଗ ହେଉଛି
ତୁମେ ମାଗିବା ଆଗରୁ ସେ ତାପାଖରେ ଅର୍ଥ ଥାଉ କି
ନଥାଉ ସେ ଇଆଢୁ ସିଆଢୁ ଅର୍ଥ ସଂଗ୍ରହ କରି ସାଙ୍ଗ ପାଇଁ ନେଇ ଆସିଥାଏ ସେ ହେଲା ପ୍ରକୃତ ସାଙ୍ଗ।ଆଉ
ଗୋଟିଏ କଥା କହିରଖୁଛି ।ଯେଉଁ ଗରୀବର ଘରେ
କିଛି ନଥିଲେମଧ୍ୟ ତାଙ୍କ ପାଖରେ ମନ ଓ ଭଲ ପାଇବା
ରହିଥିବାରୁ ସେମାନେ ସବୁଠାରୁ ଭଲ ବା ଭଗବାନ ହୋଇଥାନ୍ତି ।ଯଦି ଧନୀ ଘର ହୋଇଥିବ ସେମାନେ
କଳହ ନହୋଇ ଭଲ ଲୋକ ହୋଇ ଥିବେ ଦୁଃଖୀ ରଙ୍କି
ଙ୍କର ଦଃଖ ଶୁଖ ରେ ସାହା ହଉ ଥିବେ ଭଗବାନ
ତାହାଙ୍କୁ ସୁଖ ସାନ୍ତି ଦେଇ ଥାନ୍ତି। ସେଷ ପଦ ରେ
କହୁଛି ଯେ ଯଦି ତୁମ ଚାଲିବା ରାସ୍ତା ରେ କେହି କଣ୍ଟା
ପକାଉଛି ତୁମେ ତାର ରାସ୍ତା ରେ ଫୁଲ ପକାଇ ଦିଅ
ସେ ତାର ଭୁଲ ବୁଝି ପାରି ଭଲ ବାଟ କୁ ଚାଲି ଆସିବ ।ଏହା ହେଲା ଭଲ ସାଙ୍ଗ ଓ ଖରାପ ସାଙ୍ଗ ର ମହତ୍
ସେସ
|
||
|
Rahul Naik
🙏 ମାତା ପିତା ଓ ଗୁରୁ 🙏
ମାତା ମୋର ସୁନା ନାକି
ପିତା ମୋର ଶିବ ।
ତାଙ୍କ କରୁଣାରୁ ଝର
ମମତା ର ପ୍ରେମ ।
ଗୁରୁ ମୋର ପିତା ପରି
କରନ୍ତିେ ସ୍ନେହ ପ୍ରେମ ।
ତାଙ୍କୁ ପୁଜୁଥିଲେ କଟି ଯାଏ
ଜନ୍ମ ଜନ୍ମ ପାପ କର୍ମ ।
ଗୁଜେ ତୁମେ ମୋର
ଦେବତା ସମାନ ।
ମାର ମତେ କହି କହି
ଅମୃତ ବଚନ ।
ସିଖାଉଛ ସିଖାଇବ ସଦା ସତ୍ୟ ବାଣୀ
ଚାଲି ଗଲେ ଭୁଲ୍ ପଥେ ହାତେ ଆଣ ଟଣୀ।
ମାତା ମୋର ସିଖାଇଛି ଅମୃତ ର ବଚନ
ପିତା ମୋର ଶିଖାଇଛି ଅହିଂସା ର ଧର୍ମ।
ତାଙ୍କ ପ୍ରତି ସଦା ମୋର ଥାଉ
ସ୍ନେହ ପ୍ରେମ।
ଡାକୁ ଥିବି ପ୍ରଭୁ ହେ କରିବନି ଛିହ୍ନ।
ତମ ପାଦ ତଳେ ମୋର
ଏ କୋଟି ପ୍ରଣାମ।
ସମାପ୍ତ . Jay jagannatha 🙏
|
||
Friends
Channel Comments
|
PaschimNayak
(9 months ago)
Nic bro
|
|
PaschimNayak
(9 months ago)
|
Add comment


