ODISHA 365
ODISHA 365's Channel
 
 
 
 
 
 
ODISHA 365
Your channel viewers will see links here, including "subscribe" and "add as friend".
Profile
 
Name
ODISHA 365
Description
ମନ ଖୋଜେ ଟିକେ ଶାନ୍ତି
***************
ନିଶ୍ଚିତତା -} ନିର୍ଭୟତା -} ନୀର୍ଦ୍ୱନ୍ଦତା -} ମହାପ୍ରଭୁ ଜଗନ୍ନାଥ

ମହାପ୍ରଭୁ ତୁମେ ଅଛ ବୋଲି ଆମେ ଅଛୁ।
ତମେହିଁ ଆମ ଶକ୍ତି, ଭକ୍ତି ଓ ମୁକ୍ତିର ପଥ ପ୍ରଦର୍ଶକ।
***************
'ଭଲ ଲୋକଙ୍କ ଭଲ କଥା'
କେବଳ ଯେ ଭଲ ଲାଗେ; ତାହା ନୁହେଁ,
ଏକ ଭଲ ସମାଜ ଗଠନରେ ମଧ୍ୟ: ସାହାଯ୍ୟ କରେ।
***************
ଓଡ଼ିଶା ୩୬୫ -- ଓଡ଼ିଆ ଲୋକଙ୍କ ଜୀବନଧାରା
***************

*****************
ସଂସାରରେ ଯେତେ ଧର୍ମ / ଜାତି ଅଛି ତନ୍ମଧ୍ୟରୁ ଶ୍ରେଷ୍ଠ ( ମାନବ ଧର୍ମ / ମଣିଷ ଜାତି / ମଣିଷ ପଣିଆ ) ଭାବେ ଓଡ଼ିଶା ୩୬୫ ବିଶ୍ୱାସ କରେ।
----------------
Thanks For your Love, Support & Joining ODISHA365
----------------
A Silk Music Pvt. Ltd. Venture

Subscribers
1.97M
Subscriptions
Recent Activity  
ODISHA 365 Jay Jagannath (22 hours ago)
 
 
ODISHA 365 Jay Jagannath Swami Nayan Path Gami Bhab Tu Me (2 days ago)
 
 
ODISHA 365 Jay Jagannath (2 days ago)
 
 
ODISHA 365 Jay Jagannath (3 days ago)
 
 
Friends
Channel Comments
birakishorenayak1690 (2 years ago)
ଜଗତ ଠାକୁର ଓ ଜଗତ ଜନନୀଙ୍କର ଏ କଳି ଶୁଣି ମୋ କର୍ଣ୍ଣ ପଵିତ୍ର ହୋଇଗଲା,ଜନମ ଜୀବନ
bharatidhir7454 (3 years ago)
ହେ ମହାପ୍ରଭୁ ମା ଙ୍କ ସହିତ ଏ କି ପ୍ରକାର କରି ର ଲୀଳା
SumitKumarswain123 (1 year ago)
ଏହା ଶୁଣି ଅତ୍ୟନ୍ତ ଖୁସି ଅନୁଭବ ହେଲା ।ଆଉ ଗର୍ବ ଲାଗୁଛି ଆମ ଓଡ଼ିଆ ମାଟିରେ ଜଗନ୍ନାଥ ମାଟିରେ ଜନ୍ମ ନେଇଛି। ବହୁତ୍ ସୁନ୍ଦର୍ ଆମ ଜଗା ର ସବୁ ଯାତ୍ରା।ଜୟ ଜଗନ୍ନାଥ ️
kabita_by_jharana (2 years ago)
ଆଶୁତୋଷ ସାର୍,ପ୍ରଭୁ ଜଗନ୍ନାଥ ସତରେ ଆପଣଙ୍କ କଣ୍ଠରେ ବିଜେ କରିଛନ୍ତି।ଏତେ ସୁନ୍ଦର ବର୍ଣ୍ଣନା କରିଛନ୍ତି।ଯେତେ ସୁଣିଲେବି ଆହୁରି ଶୁଣିବାକୁ ଇଛା ହେଉଛି।ଜୟ ଜଗନ୍ନାଥ।🏻🏻🏻🏻🏻
aadhikari7615 (3 years ago)
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମି ଭବତୁ ମେ ଆଶୁତୋଷ ଭାଇ ଆପଣଙ୍କର ପ୍ରେତ୍ୟକଟି ବାଣୀ ଅତି ସୁନ୍ଦରଲକ୍ଷ୍ମୀ ନାରାୟଣ କଳି ଆଗରୁ ମୁ ଆପଣଙ୍କର ଆଉ କେତୋଟି କାହାଣୀ ପ୍ରଭୁଙ୍କ ବିଷୟରେ ଶୁଣିଛି। ଆଜି ମଧ୍ଯ ନିଳାଦ୍ରୀ ବିଜେର ସିଧା ପ୍ରସାରଣ ବେଳେ ସମ୍ପୂର୍ଣ୍ଣ ଶୁଣିଛି। ଆପଣଙ୍କ ବାଣୀ ବହୁତ ହ୍ରୁଦୟ ସ୍ପର୍ଶୀ ଜୟ ଜୟ ଶ୍ରୀ ଜଗନ୍ନାଥ
LaxmikantaBadanayak555 (1 year ago (edited))
ମୋର ପରମ ସ୍ଵଭଗ୍ୟ ମୁ ଜଗତର ନାଥ ଜଗନ୍ନାଥ ମା ଲକ୍ଷ୍ମୀ ବଡ଼ ଠାକୁର ବଲିଆ ଆଉ ମା ସୁଭଦ୍ରାଙ୍କ ଏହି କଳି ଯୁଗରେ ଏ କାଲି ଶୁଣିଲି । ଧନ୍ୟବାଦ ପ୍ରଭୁ ଆପଣଙ୍କୁ ଆମକୁ ଏହି ମନୋହର କଲି ସୁନ୍ଦର ଭାବରେ ଶୁନେଇ ଥୀବା ପାଇ
sitalsomya7384 (2 years ago)
ମନ ଖୁସି ହେଇଯାଉଛି ଡ ମିଶ୍ର ଙ୍କ କଥା ଶୁଣି ବାସ୍ତବ ରେ ଲୀଳାମୟ ଙ୍କର କି ଲୀଳା ଜୟ ଜଗନ୍ନାଥ
sunilnath3572 (3 years ago)
️ ଆଶୁତୋଷ ଭାଇ ଙ୍କ ଉପରେ ମହାପ୍ରଭୁ ଙ୍କ କୃପା ସଦାସର୍ବଦା ରହିଥାଉ ️
santoshkumardas3299 (1 year ago)
ସତରେ ଶୁଣିବାକୁ ବହୁତ୍ ସୁନ୍ଦର୍ ଲାଗୁଛି, ଜଗନ୍ନାଥଙ୍କ ମହିମା ଅପାର, ଯେତେଥର ଶୁଣିଲେ ବି ଶୁଣିବାକୁ ଭଲଲଗୁଛି
padmajasatpathy6364 (2 years ago)
Sir
rubinalenka1394 (2 years ago)
ଜୟ ଶ୍ରୀ ଜଗନ୍ନାଥ
LaxmikantaBadanayak555 (1 year ago (edited))
ଆପଣଙ୍କ ସୁନେଇବାର ଜଉ ଶୈଳୀ ବହୁତ ସୁନ୍ଦର ପ୍ରଭୁ ଆଖି ଛଳ ଛଳ ହେଇ ଯାଉଛି ଧନ୍ୟ ତୁମର କହିବାର ଶୈଳୀ ଧନ୍ୟବାଦ୍
birakishorenayak1690 (3 years ago)
ଅତିସୁନ୍ଦର କଥାମୃତ, ସୁନ୍ଦର ସଂସ୍କାର ।
paras1prihan (3 years ago)
ହେ ଆଶୁତୋଷ ସାର୍ ଆପଣଙ୍କ ବ୍ୟାଖ୍ୟା ଅତ୍ୟନ୍ତ ଉଚ୍ଚକୋଟୀର , ଶୁଣିକରି ଆଖିରୁ ଆନନ୍ଦଅଶ୍ରୁ ଝରିପଡ଼ିଲା
RajendraMohanty-v4e (9 months ago)
ଵହୁତଭଲପର୍ରୀବେଷଓଁ sri ଲଷ୍ମୀ ନାରାୟଣ ପାଦେ କୋଟିକୋଟି ପ୍ରଣାମ
hemantasethy8437 (2 years ago)
ହେ ଜଗନ୍ନାଥ
jasminhemantananda964 (2 years ago)
ଜୟ ଜୟ ଲକ୍ଷ୍ମୀନାରାୟଣ ବହୁତ ସୁନ୍ଦର ଲାଗିଲା ମନ ସନ୍ତୋଷ ହୋଇଗଲା
susantakumarsahoo9052 (1 year ago)
ଆପଣଙ୍କ ମୁଖରୁ ସାଆନ୍ତଙ୍କ କଥା ଅମୃତ ବହୁତ ଭଲ ଲାଗୁଛି ଜୟ ଜଗନ୍ନାଥ
dashingarazu4760 (3 years ago)
ଅତି ସୁନ୍ଦର ଉପସ୍ଥାପନା️
ବହୁତ୍ ସୁନ୍ଦର.. ଜୟ ଜଗନ୍ନାଥ ବଳଭଦ୍ର ଭାଇ ସୁଭଦ୍ରା ମା ଲକ୍ଷ୍ମୀ ମା